STORYMIRROR

Santanu Bisoi

Tragedy

2  

Santanu Bisoi

Tragedy

କଳଙ୍କିନି କଳିକା।

କଳଙ୍କିନି କଳିକା।

1 min
221

ଭଗବାନ ତୁମେ କି ଦାଉ ସାଧିଲ

ବଞ୍ଚିଥାଉ ମାରି ଦେଲ,

ଫୁଲ ଟିଏ କରି ଜୀବନ୍ୟାସ ଦେଇ

ଅପାତ୍ରରେ ଦେଇ ଦେଲ


କେବେ ଯେ ଧର୍ଷିତା, କେବେ ଯେ ଲାଞ୍ଛିତା

କଳୁଷିତା କଲା କେତେ,

ଅଜ୍ଞାନୀ ମଣିଷ ଦଳି ମକଚି କି

ନିଶେଷ କରିଛି ମୋତେ


ସତୀତ୍ଵ ପ୍ରମାଣେ ଏ ଅଗ୍ନି ପରୀକ୍ଷା

ମୋ କପାଳେ କିମ୍ପା ଲେଖା

ସମାଜ ବାସନ୍ଦ ମୋତେ କିଆଁ କରେ

ଦେଇ ନ ପାରି ସୁରକ୍ଷା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy