STORYMIRROR

Papu parida

Classics

2  

Papu parida

Classics

କଳାଠାକୁର ହେ କଳା ଠାକୁର

କଳାଠାକୁର ହେ କଳା ଠାକୁର

1 min
107

କଳା ଠାକୁର 

ହେ କଳା ଠାକୁର

ଦେଖିବାକୁ ତୋତେ

 ମନ ହୁଏ ଆତୁର।


ଭକ୍ତ ଭଗବାନ ମଧ୍ୟେ

ଇଏ କି ଦୂରତା

କଳାମୁହେଁ ହସ 

ଦେଖିବାର ବ୍ୟାକୁଳତା।


ସ୍ନାନ ଲୀଳା ଅବା

 ରଥଯାତ୍ରା ତୋର

ଦେଖିବାକୁ ହେବ

 ଟିଭିରେ ଏଥର।


ଏତିକି ଗୁହାରି ରଖିବ

 ନିଳାଦ୍ରୀ ଗୋସାଇଁ

ଶୀଘ୍ର କୋରନାକୁ 

ଦେବକି ଦୂରେଇ ।


ଯେବେ ସୁଧିରିବ 

ଆହେ ସ୍ଥିତି ପୃଥିବୀର

ନିଶ୍ଚେ କରିବାକୁ ଯିବି 

ଜଗା ଦର୍ଶନ ତୋହର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics