STORYMIRROR

Srinibas Mahalik

Inspirational Comedy

2  

Srinibas Mahalik

Inspirational Comedy

କ୍ଲିନ୍ ଇଣ୍ଡିଆ କ୍ଲିନ୍

କ୍ଲିନ୍ ଇଣ୍ଡିଆ କ୍ଲିନ୍

1 min
13.6K


ବଡ଼ର ଆଗରେ ଭୋକି ହେଉଛନ୍ତି

ପାକିସ୍ତାନ ଆଉ ଚିନ୍

ୱାସ୍ ମେସିନରେ ଇଣ୍ଡିଆ ଦୁହିଁଙ୍କୁ

କାଚିଦେବ ଧରି ରିନ୍..

ବଜଉ ଥିବେ ସେ ବିନ୍..

ମୋଦିଙ୍କର ପରା ସ୍କିମ୍ ଚାଲିଛି

କ୍ଲିନ୍ ଇଣ୍ଡିଆ କ୍ଲିନ୍ ।।

ଏ ସାରା ବିଶ୍ଵରେ ଇଣ୍ଡିଆର ଶକ୍ତି

ଆଗଆଡୁ ଅଛି ଫୋର୍

ମୁଣ୍ଡ ବିଗିଡ଼ିଲେ ଶୁଣିବନି ଆଉ

ମଚେଇ ଦେବ ସେ ଶୋର୍..

ଛାଡିଲେ ଗୋଟିଏ ରୋର୍..

ପାକ୍ ଚାଇନା ଶେଷରେ କହିବେ

ଉଇ ଆର୍ ନୋ ମୋର୍ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational