STORYMIRROR

Drx Jasobanta Nayak

Classics Others

3  

Drx Jasobanta Nayak

Classics Others

କଲେଜ ବନ୍ଧୁତା

କଲେଜ ବନ୍ଧୁତା

1 min
328


       

ତୁମେ ଥିଲା ଲମ୍ବୋଦର ଛାତ୍ରୀ

ମୁଁ ଥିଲି ସେ କଲେଜ ର ଛାତ୍ର,,

କେବେ କଥା ହୋଇ ନଥିଲି

 ମୁଁ ନଥିଲି ତୁମ ପ୍ରିୟ ପାତ୍ର........


ମୁଁ ଅଜଣା ଅଚିହ୍ନା ଥିଲି ତୁମର

ସେମିତିବି ଥିଲି ତୁମ ଜୁନିଅର,,,

ମାଟ୍ରିକ ପରୀକ୍ଷାରେ ଥିଲି ସହୋଦର

ମାଧ୍ୟମିକରେ ତୁମେ ହୋଇଗଲ ଜୁନିଅର.....


BKCP ରେ ଯେ କଲି ଆଡମିସନ

Pharmacy ପଢିବାକୁ ହେଲା ମନ

ତିନି ବର୍ଷ କାଟିବ ଏଠି ମୋ ଜୀବନ

ଦେଖୁଛି ରାତିରେ କେତେ ସପନ.....


କେବେ ଦେଖିଥିଲ କୋଉଠି ଥିଲ

ଜାଣେନା ମୁଁ ତାହାର ଉତ୍ତର,,,,

BKCP ଗ୍ରୁପ ରୁ ମୋ ନମ୍ବର ପାଇ

 କରିଥିଲ  ମୋତେ ପ୍ରଥମ କଲ....


ଦେଖି ନ ଦେଖି ବି ହୋଇଥିଲି ସାଥି

ଚାଟିଙ୍ଗ କରୁଥିଲୁ ଦିନ ରାତି,,,,

ତୁମ ସମ୍ପର୍କରେ ଯାଇଛି ମାତି

ମୁଁ ଜାଣେନା କିଛି ଜାତି ଅଜାତି.....


ମାନବ ଜୀବନ ପାଣି ଫୋଟକା

ସରି ଯାଏ କେବେ ହୋଇ ହାଏ ଏକା

ବିଶ୍ୱାସ କରି ବିଶ୍ୱାସ ରଖିଛି

ଦେଇ ଦେବ ନାହିଁ କେବେ ଧୋକା....


Online class କରୁଥିଲୁ  କେତେ

ଦୂରେ ରହିବି ପାଖେ ଲାଗୁଥିଲ ସତେ

କେତେ ଗପସପ କରୁଥିଲୁ ସାଥେ

ଭୁଲି ଯିବନାହିଁ କେବେ ମୋତେ....


ଆମେ ସାଙ୍ଗ ସାଥି ହୋଇ ରହି ଥିବା

ଦୁଖେ ସୁଖେ ସାହା ହେବା,,,

ରାଗିଥିଲେ ମନେଇ ଦେବା

କାନ୍ଦୁଥିଲେ ହସେଇ ରଖିବା.....



ଆମ ସମ୍ପର୍କ ନୁହେଁ ଦିନେ ଦୁଇ ଦିନର

ସାଥି ହୋଇ ରହିଥିବା ଚିର ଦିନର,,

ବନ୍ଧୁତା ଅଟେ ମନର ବିଶ୍ୱାସର

ସେହିଁ ବନ୍ଧନରେ ବାନ୍ଧି ହୋଇ ହେବା ଅଗ୍ରସର.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics