STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

କିଣି ପାରିବ କି ହୃଦୟ?

କିଣି ପାରିବ କି ହୃଦୟ?

1 min
329

ଧନ ସିନା କିଣି ପାରେ

କୁବେର ଭଣ୍ଡାର

କିଣି କି ପାରିବ କହ

ହୃଦୟ କାହାର


ଧନ ସିନା କିଣି ପାରେ

ରତ୍ନ ଅଳଙ୍କାର

କିଣି କି ପାରିବ କହ

ସୁନାର ସଂସାର


ଧନ ସିନା କିଣି ପାରେ

ସୁନା, ରୂପା ମୋତି

ହସ ଖୁସି ମମତାକୁ

କିଣିବ କେମିତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract