STORYMIRROR

Tapan Kumar Biswal

Inspirational

3  

Tapan Kumar Biswal

Inspirational

କୀରତି ତୁମର

କୀରତି ତୁମର

1 min
214


ଜଗତ କଲ୍ୟାଣ ପାଇଁ ତୁମ ଜନ୍ମ

ତୁମକୁ ଯେ ପାଇ ବିଶ୍ୱ ହେଲା ଧନ୍ୟ ll


କୀରତି ତୁମର ଅସୀମ ଅମ୍ଳାନ

ତୁମ ଲାଗି ବୃଦ୍ଧି ଉତ୍କଳ ସମ୍ମାନ ll


ବିସ୍ତାରିଲ ଧର୍ମ ମହିମା ନାମରେ

ଭକ୍ତି ଜାତ ହେଲା ସଭିଙ୍କ ହୃଦରେ ll


ଆଜନ୍ମ ଅନ୍ଧ ବୋଲି କିଏ ସେ ଭାବିବ

ତୁମର ରଚନା ଯେବେ ଶୁଣିଥିବ ll


ପ୍ରାଣୀଙ୍କ ଦୁଃଖ କଷ୍ଟ ଯେ ନ ସହିଲ

ଶୂନ୍ୟ ମନ୍ଦିରରେ ଗୁହାରୀ କରିଲ ll




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational