STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

କିଏ ବୁଝେ ଗରିବର ଦୁଃଖ

କିଏ ବୁଝେ ଗରିବର ଦୁଃଖ

1 min
416

ଏଠି କିଏ ବୁଝେ ଗରିବର ଦୁଃଖ

ସାହୁକାରର କରଜ ତଳେ

ଯେଉଁଠି ବର୍ଷ ବର୍ଷ ବିତେ

ଆଗମୀ ପିଢୀ ବି ମୁକୁଳି ପାରେନି

କରଜର ବୋଝ ତଳେ

ସରକାର ପରେ ସରକାର ବଦଳେ

ଉନ୍ନତି ହୁଏ

ଆମେ ସେମିତି ଅବହେଳିତ ହେଇ ପଡିରହୁ

ଆଶାର କିରଣ ଦିସେନି କେଉଁଠି .......???

ନିଜେ ନିଜ ଆକାଶର ରବି ହେବି

କର୍ମ କରି ଗରିବ ମୁଣ୍ କୁ ଉପରକୁ ଉଠାଇବା ଶିଖେଇବି

ମୁଁ ଲଢ଼ିବି

ଯଦି କେହି ନ ଆସେ ସାଥୀରେ ଏକା ଚାଲିବି--


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational