STORYMIRROR

Alhadini Panigrahi dash

Tragedy

3  

Alhadini Panigrahi dash

Tragedy

କିଛି ଅକୁହା କଥା

କିଛି ଅକୁହା କଥା

1 min
253

ଜଳି ଜଳି ଯାଏ ଜୀବନ ସଳିତା

ସରି ସରି ଯାଏ ଦିନ

କେହି ଜାଣନ୍ତିନି କେଉଁ ଦିନ ସତେ

ପୋଡିଯାଏ ଯଦି ମନ ।


ଝରି ଝରି ଯାଏ ଝରା ଶେଫାଳୀ ଟି

ଫିକା ପଡିଯାଏ ରଙ୍ଗ

କେହି ବୁଝନ୍ତିନି କାକର ଲୋତକ

ଧୋଇନିଏ ତାର ସ୍ବପ୍ନ ।


ଦିପାବଳୀର ଉଆଁସୀ ଅନ୍ଧାରେ

ଜଳୁଥାଏ କେତେ ଦୀପ

କୁତ୍ରିମ ଆଲୋକେ ଭୁଲିଯାନ୍ତି ଲୋକେ

ମଲା ଜହ୍ନଟିର ଦୂ8ଖ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy