STORYMIRROR

Sanjya Tripathy

Classics

2  

Sanjya Tripathy

Classics

କିଛି ଅଜଣା ପ୍ରଶ୍ନର ଉର ପଛରେ

କିଛି ଅଜଣା ପ୍ରଶ୍ନର ଉର ପଛରେ

1 min
127


ଏଇ ଯେମିତି : ସେ ଦିନ ତୁମେ ପଚାରୁଥିଲା

ଆଉ କ’ଣ ଖବର ?

ତୁମ ପ୍ରଶ୍ନର ନିଛକୁ ସତ ଉର ଟି ପାଇଁ

ମୁଁ ଖୋଜି ଚାଲିଲି

ପ୍ରତିଟି ଖବର କାଗଜର ପ୍ରତିଷ୍ଠାତଃକ ଠାରୁ ସଂପାଦକ ପର୍ଯ୍ୟତ

ପ୍ରତିଟି ନିଉଜ୍ ଚାନେଲର ବ୍ରେକିଂ ନିଉଜ୍

ମୋ ଚାରି ପାଖରେ ଘୁରି ବୁଲୁଥିବା ସହସ୍ର ଚରିତ୍ରକ ଚରିତ

ତଥାପି ମୁଁ ପାଇଲିନି ସେ ଇପସିତ ଉର

ସୁତରୀ ମ୍ୟୁତଝାଳ ଫୁଡିରେ ମାରି

ପୁନର୍ବାର ମୁଁ ଆଗେଇ ଚାଲିଲି ଅରନାରନି ବନସ୍ତ

ଗରେୟ ଉପତ୍ୟକା ଓ ମରୁପ୍ରୀତର

ସର୍ବତ୍ର ଖବର ମାନଂକର ଭିଡ

ବିଭୂକ୍ଷ୍ମ, ଅର୍ବଭୂକ୍ ଖବରଂକ ଅସୁମାରି ଆର୍ତନାଦ

ପର୍ଯ୍ୟାୟ ପତିତ କଂକାଳ ରୂପରେ

ଅବା ନବଦୁର୍ବାଦଳରେ ସଜିତ ଅଭିଯାତ୍ରୀ ଅଭିମନ୍ୟୁ ରୂପରେ

ଏମିତି ଅନେକ ଘଟଣା ଚରିତ୍ରକ ସମୋହନଗ୍ରତ ଇଲାକାର

। ସେ ଖବରଟି ହଜିଯାଇଛି ବୁଢାରଜାର ଗର୍ଭଗୃହରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics