କିଆଁ
କିଆଁ
ଶୁଭ ସକାଳଟିଏ
ତୁମ କଥାଟି କୁହେ
ମଧ୍ୟାହ୍ନର ସୂରୁଜ
ତୁମ ବାରତା ଦିଏ।
ପୂଣ୍ୟ ସଞ୍ଜର ବେଳେ
ତୁମ ନାମ ସ୍ମରେ
ଏଇ ମନର ଘର
ପବିତ୍ରେ କୁରୁଳେ।
ରାତି ଆସଇ ଯେବେ
ମୁଁ ଗଣିତ କଷେ
ଥକା ମନ ଭାବନା
ଥକି ପଡଇ ଶେଷେ।
ବିଚିତ୍ର ଜୀବନ ନୀତି
ଏଇ ଅଛି ଏଇ ନାହିଁ
ତଥାପି ମଣିଷ ଏତେ
ଲୋଭେ କିଆଁ ପଡ଼ଇ ?
ଶୁଭ ସକାଳଟିଏ
ତୁମ କଥାଟି କୁହେ
ମଧ୍ୟାହ୍ନର ସୂରୁଜ
ତୁମ ବାରତା ଦିଏ।
ପୂଣ୍ୟ ସଞ୍ଜର ବେଳେ
ତୁମ ନାମ ସ୍ମରେ
ଏଇ ମନର ଘର
ପବିତ୍ରେ କୁରୁଳେ।
ରାତି ଆସଇ ଯେବେ
ମୁଁ ଗଣିତ କଷେ
ଥକା ମନ ଭାବନା
ଥକି ପଡଇ ଶେଷେ।
ବିଚିତ୍ର ଜୀବନ ନୀତି
ଏଇ ଅଛି ଏଇ ନାହିଁ
ତଥାପି ମଣିଷ ଏତେ
ଲୋଭେ କିଆଁ ପଡ଼ଇ ?