Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Others

3  

Satyabati Swain

Others

ହେ ମହାପ୍ରଭୁ କି ଖରା

ହେ ମହାପ୍ରଭୁ କି ଖରା

1 min
6


ହେ ମହାପ୍ରଭୁ କି ଖରା

ଭିତରେ ଖରା ବାହାରେ ଖରା

ଖରା ଖରାର ଏ ଜୀବନ ପରା

ପେଟର ଖରା

ଦେହର ଖରା।

ଲାଳସା ଖରା

ଲୋଭର ଖରା।

ନିଶାର ଖରା

ଈର୍ଷାର ଖରା ।

ପ୍ରଶଂସା ଖରା

ପ୍ରତିଷ୍ଠା ଖରା ।

ପଦବୀ ଖରା

ପ୍ରାପ୍ତିର ଖରା ।

ପଇସା ଖରା

ଅହଂର ଖରା ।

ଯୁଦ୍ଧର ଖରା 

କାମନା ଖରା ।

ଅବିଶ୍ବାସ ଖରା

ପ୍ରତାରଣା ଖରା।

ବୈଶାଖ ଖରା ଦେହକୁ ଲାଗେ

ଜୀଇଁବା ଜାଳେ ଏସବୁ ଖରା

କେଉଁ ଏସି କୁହ ଏଥକୁ ପରା

ହେ ମହାପ୍ରଭୁ

ଖରା ଖରାର ଏ କି ଧାରା ।


Rate this content
Log in