STORYMIRROR

ରୀକ୍ଷିରାମ ମେହେର

Fantasy Inspirational Thriller

3  

ରୀକ୍ଷିରାମ ମେହେର

Fantasy Inspirational Thriller

ଖରାରେ ଧରା

ଖରାରେ ଧରା

1 min
261


ଶୀତ ମାସ ଯାଇ ଆସେ 

          ଆସିଗଲା ଖରା ମାସ.

ଫଗୁ ମାସ ପରେ ପରେ

           ଚୈତ୍ର ହିନ୍ଦୁ ନବ ବର୍ଷ!

ବସନ୍ତ ମଳୟ ନିଜେ

         ଧୀରେ ଧୀରେ ଲୁଚି ଯାଇ.

ଟାଣଖରା ଦିନୁ ଦିନ

          ଧରଣୀ ଉତ୍ତାପ ହୋଇ!

ସୂର୍ଯ୍ୟ ତେଜ ଧୀରେ ଧୀରେ

            ଦିନୁ ଦିନ ବଢ଼ି ଯାଇ.

ଧରଣୀ ପୃଷ୍ଟରୁ ଜଳ

          ଶୂନ୍ୟ ହୋଇ ଶୁଖିଯାଇ!

ବନ୍ୟ ପଶୁ ପକ୍ଷି ଯିବ

          ତ୍ରାହି ତ୍ରାହି ଶୁଭେ ଆଜି.

ପୋଖରୀ ନଦୀ ଝରଣା

           ପାଣି ଶୁଖି ଯାଏ ଅତି!

ଘର ଭିତରେ ମଣିଷ 

           ଡହକ ବିକଳ ହୁଅଇ,

ଖରା ରେ ଧରାପୃଷ୍ଟ

           ଭୀଷଣ ଉତ୍ତାପ ହୋଇ!

ପ୍ରଚଣ୍ଡ ରୋଦ୍ର ପ୍ରତାପ

           ଧରଣୀ ଉପରେ ଦେଇ.

ସମସ୍ତ ଯିବ ଜଗତ

           ବଞ୍ଚବାର କଷ୍ଟ ବେଶୀ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy