STORYMIRROR

ଫକୀର ପରିଡ଼ା

Abstract Romance Fantasy

3  

ଫକୀର ପରିଡ଼ା

Abstract Romance Fantasy

ଅଦିନିଆ ପ୍ରେମ

ଅଦିନିଆ ପ୍ରେମ

1 min
183

ଭାବୁଛି ମୁଁ ଭାବିବିନି ତମ କଥା ବେଶି

ହେଲେ କଣ ପାଇଁ ତମେ ମନେପଡ଼ ବେଶି ।


ରଖିଲନି ସିନା ମୋତେ ତମ ହୃଦୟରେ

ଏବେବି ମୋ ସ୍ପନ୍ଦନ ତମ ସ୍ମୃତି ଆଣେ ।


ଚନ୍ଦନ କସ୍ତୁରୀରେ ମହକେ ତୋର ଏ ହୃଦୟ

ଦେଖି ନାହିଁ ତତେ ତଥାପି ଲାଗୁ ସୁନ୍ଦର।


ଦୁରେଇଗଲୁ ବୋଲି ମନେ ନାହିଁ ଘୃଣା

ଏବେବି ତୋ ସ୍ମୃତି ଏ ହୃଦୟରେ ଭରା।


ଲାଜକୁଳି ଲତା ତୁ ଫୁଲେଇ ଜହ୍ନ

ଅଧା ଅଧା ତୋ ପ୍ରେମ ବୁଝେନି ମନ।


ଝଡ ପରି ଆସେ ତମ ଅଦିନର ପ୍ରେମ

ଛାଡି ଗଲା ପରେ ବହେ ବୈଶାଖୀ ପବନ।


Rate this content
Log in

Similar oriya poem from Abstract