STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଖରା ଦିନର ମଜା

ଖରା ଦିନର ମଜା

1 min
218


ଖରା ଦିନର ମଜା ଆମେ ନେବା

ଆମ୍ବ ପଣସର ସଭିଏଁ ଖାଇବା

ତରୁଭୁଜ ସପୁରୀର ସ୍ଵାଦ ନେବା

ପ୍ରଚୁର ପାଣି ପିଇବା

ଆଖୁ ରସ ବେଲ ପଣା ପିଇବା

ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା

ମଲ୍ଲୀଫୁଲ ସୁବାସ ପାଇବା

ସନ୍ଧ୍ୟା ବେଳେ ଯୋଗ କରିବା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational