STORYMIRROR

srikant behera

Romance

3  

srikant behera

Romance

ଖୋକା ଭାଇ

ଖୋକା ଭାଇ

1 min
257


ଖୋକା ଭାଇ ଗୀତ କାନରେ ବାଜିଲେ 

    ଲୁହ ଆସି ଯାଏ ନୟନେ 

ସୁନ୍ଦର ଗୀତରେ  ଅଭିନୟ କରି 

    ମୟୂର ନାଚଇ ବନେ ||1


ହେ ଫଗୁଣ ତୁମେ ଗଲା ପରେ ପରେ 

   ଗୀତଟି ଶୁଣେ ମୁଁ ଯେବେ 

ପୁରୁଣା ଗୀତର  ମାଧୁର୍ଯ୍ୟତା ପାଇଁ 

    ବସି ବସି ନିତି ଭାବେ ||2


ଖୋକା ଭାଇ ଥିଲେ  ପ୍ରକୃତିର ଦାସ 

    ଲେଖୁଥିଲେ ନୂଆ ଗାନ 

ଜନ୍ମ ବାର୍ଷିକରେ  ମୋ ତରଫରୁ 

    ହାର୍ଦ୍ଦିକ ଅଭିନନ୍ଦନ 


ଆଜିବି ଗୀତ ବଞ୍ଚିକି ଅଛି କେବଳ ଆମ 

 ଖୋକା ଭାଇ ପାଇଁ ||



Rate this content
Log in

Similar oriya poem from Romance