STORYMIRROR

Sunanda Mohanty

Inspirational Others

3  

Sunanda Mohanty

Inspirational Others

ଖେଳନା

ଖେଳନା

1 min
411

କେହି ନୁହେଁ କାର ଅଚିହ୍ନା 

ଆଜିର ଏହି ଜମାନା 

କ୍ଷତ ବିକ୍ଷତ କରିଛି କରୋନା 

ତୁଣ୍ଡି ସମ ମାସ୍କ ପିନ୍ଧି ଚାଲୁ ଚାଲୁ 

ହାତେ ହାତେ ଧରି ନପାରୁଥିବାରୁ 

ଲାଗୁଅଛୁ ସବୁ ଅଚିହ୍ନା 

ନହେଲେ ଆମେ ଅମୃତର ଚିହ୍ନ 

କାହିଁ କରିବା ଭଦ୍ରମୁଖା ପିନ୍ଧି ଛଳନା 

ଏକ ହାତ ମନ୍ଦିରରେ ବାରହାତ ଦିଅଁ 

ଛାଡିବାକୁ ହେବ ବାହାନା 

କିଏ ଏଠି ଚିହ୍ନା କିଏ ବା ଅଚିହ୍ନା 

ଚାଲିଛି ନାଟକ ଆମେ ଗୋଟେ ଗୋଟେ ଖେଳନା. 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational