STORYMIRROR

Gunanidhi Samal

Inspirational

3  

Gunanidhi Samal

Inspirational

ଖଦ୍ୟୋତ

ଖଦ୍ୟୋତ

1 min
68

ସୂର୍ଯ୍ୟ ସମ ମୁଁ" କରି ପାରିବିନି

ଅନ୍ଧାର ଦୁରୀଭୂତ

ଛାର ଖଦ୍ୟୋତ ମୁଁ" ନିଜର ଆଲୋକେ

ନିଜେ ହୁଏ ଆଲୋକିତ ।

ଆଶା କରିନାହିଁ କାହାର ଦୟାରେ

ହେବାପାଇଁ ଏଠି ବଡ଼

ସେଇ ଏକା ଶ୍ରେଷ୍ଠ ନିଜ ଜ୍ଞାନବଳେ

ଜିଣିପାରେ ଯିଏ ଗଡ଼ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational