STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

କେହି ଜଣେ

କେହି ଜଣେ

1 min
49

କେହି ଜଣେ ଅଛି

  ବାଟରେ ଘାଟରେ

   ରୋଗରେ ଶବରେ

     ଜୁଇରେ ଜଠରେ। 

ଭୟେ ଡରାଉଛି

  ଘରେ ଓ ବାହାରେ

   ଖୋଲା ଆକାଶରେ

     ଶ୍ବାସ ପ୍ରଶ୍ବାସରେ। 

ସ୍ଵଭାଵ ହଜିଛି

  ବିକ୍ଷିପ୍ତ ଚିନ୍ତାରେ

   ମୃତ୍ୟୁ କବଳରେ

     ସନ୍ଦିଗ୍ଧ ଚିତ୍ତରେ।

ଅଦୁରେ ଶୁଭୁଛି

  କାହା ଆର୍ତ୍ତଧ୍ୱନୀ

   ତଥାପି ଅନ୍ଧାରେ

     ଜୀଵନ ସଞ୍ଚରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract