STORYMIRROR

Liza Senapati

Abstract

3  

Liza Senapati

Abstract

କେବଳ ତୁମେ

କେବଳ ତୁମେ

1 min
43

କେବଳ ତୁମେ,

ମୋ ଶୂନ୍ୟତାରେ ତୁମେ,

ମୋ ଅନ୍ଧାରରେ ତୁମେ।

ମୁଁ ଜୁଆଡେ ଯାଉଚି ଖାଲି ତୁମେ।

ପରିଭାଷା ନାହିଁ ମୋ ପ୍ରେମର,

କି ପରିଚୟ ଦେବି ମୋର,

କେବଳ ତୁମେ ହିଁ ତ ମୋର,

ଯେବେ ଆଇନା ଆଗରେ ଠିଆ ହେଲି,

କେବଳ ତୁମକୁ ମୁଁ ପାଇଲି।

ସବୁଆଡେ ତୁମେ ହିଁ ତୁମେ,

ମୋ ନିରବତା ର ଭାଷା,

ମୋ ଉପେକ୍ଷା ଆଉ ଅପେକ୍ଷା,

ଏ ସବୁର କାରଣ ତୁମେ,

ମୋ ପ୍ରଥମ ପ୍ରେମ ତୁମେ

ମୋ ମିଠା ସ୍ୱପ୍ନ ବି ତୁମେ,

ଆସ ଆମେ ହଜିଯିବା,

ବାଣ୍ଟି ଚାଲିବା ପ୍ରେମର ଭାଷା,

 କେବଳ ମୁଁ ଆଉ ତୁମେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Abstract