STORYMIRROR

Chittaranjan Lenka

Abstract Others

2  

Chittaranjan Lenka

Abstract Others

କେବଳ ତୋ ପାଇଁ

କେବଳ ତୋ ପାଇଁ

1 min
13.9K


ଚେହେରାଟି ତୋର      ଡଉଲ ଡାଉଲ

ଆଖି ଦୁଇ ଢଳ ଢଳ

କେମିତି ଭୁଲିବି       ତୋର ସେହି ମୁହଁ

ଅତୀତ ହଜିଲା ବେଳ


ଭାବିଥିଲି ଦିନେ       ଦେଖିବାକୁ ନିତି

ତୋର ସେ କିମିଆଁ ଆଖି

କିଏ ଜାଣିଥିଲା               ବିଧି ହେବ ବାମ

ରହିବୁ ସପନେ ଲାଖି?


ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract