STORYMIRROR

Chittaranjan Lenka

Tragedy

2  

Chittaranjan Lenka

Tragedy

କେବଳ ତୋ ପାଇଁ

କେବଳ ତୋ ପାଇଁ

1 min
13.5K


ଯେଉଁ କାଳେ ବିଧି           ସୃଷ୍ଟି କଲା ତୋତେ

ସଭିଙ୍କୁ ତାହା ଅଜ୍ଞାତ

ହେଲେ ତୋର ମନ    ମୋ ସାଙ୍ଗେ ଯୋଡିଲା

ଲାଗେ ମୋତେ ଏହା ସତ


ସମୟ ଗଡିଲା                   ବୟସ ବଢିଲା

ମନ ହେଲା ପ୍ରସାରିତ

ତୁ ମୋତେ ଦେଖିଲୁ      ମୁଁ ତୋତେ ଦେଖିଲି

ହେଲୁ ମୋର ପ୍ରାଣ ମିତ


ସେହି କାଳେ ବିଧି      ବୋଧେ ଦେଲା ଲେଖି

କାନ୍ଦିବି ମୁଁ ତୋର ପାଇଁ

ତୋତେ ଝୁରୁଥିବି              ଦେଖି ନ ପାରିବି

ଅସମ୍ପୂର୍ଣ୍ଣ ଯିବି ରହି


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy