STORYMIRROR

pranati Mahapatra

Inspirational Children

4  

pranati Mahapatra

Inspirational Children

କେବଳ ସେ

କେବଳ ସେ

1 min
266

ପ୍ରତ୍ୟେକ ଦେଶର ନାଗରିକତ୍ଵର 

ପରିଚୟ ନାଗରିକ,

ନାଗରିକ ହେଲେ ବଢେ ତା ଦାୟିତ୍ୱ

ଦେଶର ବଢାଏ ଟେକ।


ସାବାଳକ ପୁଣି ନାବାଳକ ତ

ନୁହଁନ୍ତି ପ୍ରାପ୍ତ ବୟସ୍କ,

ଯେବେ ଦେଶ ଦିଏ ପରିଚୟ ଟିଏ

ହୁଏ ସେ ତ ନାଗରିକ।


ନାଗରିକ ହେଲେ ବୟସ ବଢଇ

ନିର୍ବାଚିତ କରେ ସୁଶାସକ,

ନାନା ସତକର୍ମେ ଦେଶର ପ୍ରଗତି

କରେ ସେହି ନାଗରିକ।


ନାଗରିକ ପରା ଦେଶର ରକ୍ଷକ

ଦେଶର ଉନ୍ନତି ପାଇଁ,

କରେ କେତେ ଚିନ୍ତା କରେ ଭଲକାମ

ନାଗରିକ ଟିଏ ହୋଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational