Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Kumar

Abstract

2  

Manas Kumar

Abstract

କେବେ ଫେରିବ ମୋ ସୁନା ର ଭାରତ

କେବେ ଫେରିବ ମୋ ସୁନା ର ଭାରତ

1 min
139


ସ୍ୱାଧୀନ ହେଲେ ଆମେ ଅହିଂସା ର ବଳରେ 

କିନ୍ତୁ ଏବେ ଚାରିଆଡେ ଆମେ ହିଂସା ର କବଳରେ


ଦୁର୍ନୀତି ଦୁରାଚାର ରେ ଚାରିଆଡେ ଏବେ ହାହାକାର 

ସତ୍ୟ ଆଉ ନ୍ୟାୟ ପାଇଁ ସ୍ଥାନ ନାହିଁ କାହାର


ଚାରିଆଡୁ ଭାସିଆସେ ବାରୂଦ ର ଗନ୍ଧ 

ସଭିଏଁ ଏଠି ସ୍ୱାର୍ଥ ରେ ଅନ୍ଧ


ଆମେ ପାଳୁ ଏଠି ଗଣତନ୍ତ୍ର ଦିବସ 

କିନ୍ତୁ ହଜି ହଜି ଯାଉଛି ମୂଲ୍ୟବୋଧ ରେ ବିଶ୍ୱାସ


ଅନୀତି ର ଦୁନିଆ ରେ ଏଠି ନୀତି ମହଙ୍ଗା 

କାହା ପାଇଁ ଏଠି ଭାତ କି ରୁଟି କି ପାଣି ଟୋପେ ଭି ମହଙ୍ଗା


ବିଶ୍ୱାସ ରେ ଏ ଦୁନିଆ ଜୀବିତ 

ଆଶା ଆମ ଅସୁମାରୀ ପୁଣି ଫେରିବ ଆମ ସୁନା ର ଭାରତ


Rate this content
Log in

Similar oriya poem from Abstract