କବିତାର ବିଷୟ
କବିତାର ବିଷୟ
କବିତା ବିଷୟ ଯାହା ହେଉନା କାହିଁକି
ସଭ୍ୟତା କଥା କହେ
କବିତା ର ଗତି କୁଆଡ଼େ ବି ଯାଉ
ଫଗୁଣ ଫୁଲେଇ ହୁଏ
କବିତା ର ଭାଷା ଥିଲେ ଆଞ୍ଚଳିକ
ବୁଝିବା ସୁବିଧା ହୁଏ
କବିତାର ଭାଷା ସାଂସ୍କୃତିକ ହେଲେ
କଳ୍ପନା ନଇ ଜୁଆରିଆ ଥାଏ
କବିତା ର ଭାଷା ସାର୍ବଜନୀନ
ମାନବତା ଶୋଭା ପାଏ ।
