Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Children

4  

Suresh chandra Padhy

Children

କବିତା

କବିତା

1 min
5



ମୁ କବି ଟିଏ ନୁହେଁ ତଥାପି

        ଲେଖି ଦିଏ କବିତା

ମୋ କବିତା ଦୁନିଆ କୁ ଜଣାଏ

         ମୋ ମନ ର ବ୍ୟଥା ।


ମୁ ଲେଖକ ଟିଏ ନୁହେଁ ତଥାପି

          ଲେଖି ଦିଏ ବାରତା

ଯିଏ ପଢେ ସିଏ କୁହେ ଭାରି

           ଶିକ୍ଷଣୀୟ ତୁମ କଥା ।


ମୁ ଗାଳ୍ପିକ ନୁହେଁ ତଥାପି ଲେଖେ

           କେତେ ଅକୁହା ବେଦନା

ସତ୍ୟ ଭଳି ଲାଗେ ଲୁହ ବି ଝରେ

            କେତେ ଆସେ ଭାବନା ।


କବିତା ଖୁସି ସୁଖ ଦେଇ ଯାଏ କେତେ

            କବିତା ଥାଏ ମୋର ଚଲା ପଥେ

କବିତା ବଞ୍ଚିବାର ରାସ୍ତା ଦେଖାଇ ଦିଏ

           ମୋ ସୁଖ ଦୁଃଖ ର ସାଥି ସିଏ।


ମୋ କବିତା ସମାଜ ରେ କରାଇ ଦିଏ ପରିଚିତ

           କବିତା ପାଇଁ ଜାଣନ୍ତି ମୋତେ ଜଗତ ।



Rate this content
Log in

Similar oriya poem from Children