STORYMIRROR

Liza Senapati

Abstract Others

2  

Liza Senapati

Abstract Others

କବିତା

କବିତା

1 min
78

ତୁ ଯଦି ମୋ ପାଇଁ କବିତା ଥାନ୍ତୁ ହେଇ,

ଆଉ ଥରେ ତତେ ଦିଅନ୍ତି ବଦଳାଇ,

ନୂଆ ଶଦ୍ଦ ଦେଇ,

ଅଳଙ୍କାରେ ଦିଅନ୍ତି ସଜାଇ,

ମୋ ପାଇଁ ତୁ ପତ୍ରିକା ସାଜିଚୁ,

ମୋ ହାତରେ ଆଉ କିଛି ନାହିଁ।

ଅଧା ପଢା ବହି ପରି ଅଧା ରହିଗଲୁ।

ଆଉ ବେଳ ନାହିଁ ସାରିବାକୁ

ମଲାଟ ସୁନ୍ଦର କରି ଗଢ଼ିଥିଲୁ,

ଭିତରେ ଦୁଃଖକୁ ଖଜିଂ ରଖିଥିଲୁ।

ଚକ୍ରବ୍ୟୁହରେ ଫସିଗଲି ଅଭିମନ୍ୟୁ ପରି,

ଫେରିବାର ଆଉ ବାଟ କାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Abstract