Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

କବିତା ପର୍ବ : କବିତା-26 : ପାଦ : -ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : କବିତା-26 : ପାଦ : -ଡକ୍ଟର କୃତ୍ତିବାସ ନାୟକ

1 min
180



ପାଦ ଆମର ଗୁରୁତ୍ୱ ପୂର୍ଣ୍ଣ ଅଙ୍ଗ ଏ' ଶରୀରରେ,

ତା' ପ୍ରତି ଅବହେଳା କରୁଛୁ କିଏ ତା' ସେବା କରେ ? 


ପାଦରେ ଅଛି ସାରା ଶରୀର ସୁସ୍ଥ ରଖିବା ମନ୍ତ୍ର,

ଆଙ୍ଗୁଳି ତା'ର ଚାଲେନା ଖାଲି ସୁଇଚ ଥିବା ଯନ୍ତ୍ର |


ଥକ୍କା ଲାଗିଲେ ଉଷୁମ ପାଣି ଲୁଣ ପକେଇ ରଖ,

ପାଦ ଦୁଇକୁ ବୁଡ଼େଇ ଦେଲେ ସୁସ୍ଥ ଲାଗିବ ଦେଖ |


ମଥାକୁ ସିନା ପଗଡ଼ି ଟୋପି ପାଦକୁ ଲୋଡ଼ା ତେଲ,

ତେଲ ଘଷିଲେ ଡାକ୍ତର ସାଥେ ହୋଇ ପାରିବା ଗେଲ |


ପାଦକୁ ଘଷି ମାଜି ଧୋଇଲେ ଦେହକୁ ଲାଗେ ଶାନ୍ତି,

ଦୁଃସ୍ଵପ୍ଣ ବିନା ସୁଖ ନିଦ୍ରାରେ ରାତିଟା ଯାଏ ବିତି |


ସବୁ ଓଜନ ବହନ କରେ ଦୁଇଟି ଛୋଟ ପାଦ,

ଖଟୁଛି ବେଶି ସହୁଛି ବେଶି କରେନା ପ୍ରତିବାଦ |


ପାଦର ଯତ୍ନ ଅତି ଜରୁରୀ ସୁସ୍ଥ ରହିବା ପାଇଁ,

ଅତିଥି ଦେବ ଆସିଲେ ତାଙ୍କ ପାଦକୁ ଦେବା ଧୋଇ 



Rate this content
Log in

Similar oriya poem from Classics