Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Romance Tragedy

3  

KRUTIBAS NAYAK

Romance Tragedy

କବିତା ପର୍ବ : ଗୀତି-କବିତା-22 : ଭୋକ : -ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : ଗୀତି-କବିତା-22 : ଭୋକ : -ଡକ୍ଟର କୃତ୍ତିବାସ ନାୟକ

1 min
224



ଭୋକ ଶୋଷ ଭୁଲି ମୋର ନାମ ଧରି ପିଉଥିଲ ଦିନେ ବିଷ,

ମୋତେ ଦେଇଥିଲ ଅସରନ୍ତି ସୁଖ ଫୁଟିଥିଲା ମୁଖେ ହସ |(0)


ଆଜି ତୁମେ ପୁଣି କେମିତି କହୁଛ ଜାଣେନାହିଁ ଦେଖିନାହିଁ,

କଥାରେ କଥାରେ କିନ୍ତୁ କିନ୍ତୁ କୁହ ସତେକି ଅଚିହ୍ନା ମୁହିଁ |


ତୁମର ଏ' ରୀତି ଦେଖି ମୋ ମନରେ ରହିଗଲା ଅବଶୋଷ |

ଭୋକ ଶୋଷ ଭୁଲି ମୋର ନାମ ଧରି ପିଉଥିଲ ଦିନେ ବିଷ |(1)


ନ ଚିହ୍ନିଲ ନାହିଁ ନ ଜାଣିଲ ନାହିଁ କରିଦିଅ ପଛେ ପର,

କେମିତି ଭୁଲିବି ତୁମରି ସ୍ମୃତିକୁ କହି ତା' ଉତ୍ତର |


ହେବିନାହିଁ କଣ୍ଟା ତୁମ ଚଲାପଥେ ରଖି ମାନ ପଉରୁଷ,

ଭୋକ ଶୋଷ ଭୁଲି ମୋର ନାମ ଧରି ପିଉଥିଲ ଦିନେ ବିଷ |




Rate this content
Log in

Similar oriya poem from Romance