STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

କବିତା ବନାମ ଚିଠି

କବିତା ବନାମ ଚିଠି

1 min
323

ତମକୁ ଖୋଜେ ମୁଁ ଏଠି ସେଠି ସବୁଠି, ତମେ ଅବୁଝା ଆଖିରେ  କ୍ଲାନ୍ତ ଅପରାହ୍ନ ରେ ଶୋଇଯାଇଥିବ ଯୋଉଠି. ଖିଆଲୀ ମନରେ ଉଦାସୀ ଆଖିରେ ଚିଠି ଲେଖେ କେତୋଟି, ସେଇ ଚଠି ସବୁ ଉଡିବୁଲି କହେ, କବିତା ପାଲଟି ଗଲିଣି ଆଜିକାଲିଟି. ନୀରବତା ତୁମ କହିଦିଏ କାଳେ ସାତ ସିନ୍ଦୁକ ରେ ଫରୁଆ ଭିତରେ ତମ ମନ ଆଇନା ରେ ମୁଁହ ଦେଖେ ମୋ ସବୁ ଚିଠି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract