Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SASMITA ACHARJYA

Inspirational

2  

SASMITA ACHARJYA

Inspirational

କବି

କବି

1 min
7.1K


କବି ଅନ୍ୟକୁ ଜୀବନ ପାଳେ,

ମାତ୍ର ନିଜକୁ ନୁହେଁ।

କବି ସୁନାମ ଅଜନ କରିପାରେ,

ମାତ୍ର ସଫଳତା ନୁହେଁ।

କବି ଆଲୋକ ପ୍ରଦାନ କରେ,

ମାତ୍ର ଅନୁକରଣ ନୁହେଁ ।

କବି ଆଶା ବାନ୍ଧିରଖିଛି,

ମାତ୍ର ନିରାଶ ନୁହେଁ।

କବି ନୂତନ ରୂପ ଦିଏ,

ମାତ୍ର ବିପଦ ନୁହେଁ ।

କବି ସମାଜ ବାଟ ଦେଖି ଥାଏ,

ମାତ୍ର ବିଶୃଙ୍ଖଳା ନୁହେଁ।

କବି ବିଶ୍ୱାସ ପ୍ରତୀକ ,

ମାତ୍ର ଅବିବେକ ନୁହେଁ।


Rate this content
Log in

Similar oriya poem from Inspirational