STORYMIRROR

Jyotsna Acharya

Abstract Fantasy Inspirational

4  

Jyotsna Acharya

Abstract Fantasy Inspirational

କବି

କବି

1 min
304

କବି ମନରେ- ଭାବନାରେ-

କଳ୍ପନାରେ-ବାସ୍ତବରେ

କିଛି ଆଙ୍କି ଚାଲେ

କେତେ ଛବି ପ୍ରତିଛବି।

କେବେ ସେ 

ବନ ଉପବନରେ

ପ୍ରାକୃତ୍ତିକତା ରେ

ଛନ୍ଦି ହୋଇ ଯାଏ ତ,

କେବେ ସେ କଳ୍ପନାରେ

ଉଡି ବୁଲେ

ଗ୍ରହ ତା'ରା ନକ୍ଷେତ୍ର

ଆକାଶ ମଣ୍ଡଳ ।

କେବେ ପୁଣି 

ଭାବ ବିହ୍ବୋଳର 

ଉପନ୍ୟାସରେ

କାନ୍ଦି ପଡେ ତ

ଆଉ,

ବାସ୍ତବତାର ଅନୁଭୂତିରେ

ଲେଖି ବସେ

ଭକ୍ତି ନୈବେଦ୍ୟ।

ସେ କେବେ ତା ରଚନାର 

ଦ୍ବିତିୟ ଇଶ୍ବର ତ

କେବେ ଭାବେ ନିଜକୁ 

ମୁକ୍ତ ବିହଙ୍ଗ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract