Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Fantasy Inspirational Others

3  

Prabhati Mahapatra

Fantasy Inspirational Others

କବି

କବି

1 min
199



ମୋ ମନ ପ୍ରାଣରେ ଆନନ୍ଦ ଲହରି

ହୋଇଛି ଆଜି ମୁଁ କବି

ସାହିତ୍ୟର ମାନ ବଢ଼ାଇବା ପାଇଁ

ଦିନ ରାତି ବସେ ଭାବି ।


ଆଖି ସମ୍ମୁଖରେ ନିତି ପ୍ରତି ଦିନ

ଯେଉଁ ଦୃଶ୍ୟ ଆନ୍ଦୋଳିତ

ଭାବନା ସାଗରେ ଭାସିଯାଇ ମୁହିଁ

ତୋଳି ହୁଏ ପ୍ରଫୁଲ୍ଲିତ ।


ସାମାନ୍ୟ ନୁହେଁ ସେ ଖଣ୍ଡିଏ କାଗଜ

ଜୀବନ ମୁକୁର ପରି

କରଶାଖା ଭଳି ଲେଖନୀ ଖଣ୍ଡିକ

ସୃଷ୍ଟି କରେ ଭଳି ଭଳି ।


କବିର ଭାବନା କିଅବା ସାଧନା

ବୁଝିବା ଟା କଷ୍ଟକର

ସର୍ବଦା କବିଙ୍କ ମନ କଥା ବୁଝି

କରୁ ଥାଅ ମନସ୍କାର ।


ସଭିଙ୍କ ଆଖିରେ କ୍ଷୁଦ୍ର କବି ହୋଇ

ରହିବାରେ ନାହିଁ ଦୁଃଖ

ଯଦି ଦୁଃଖି ମୁଖେ ହସ ଭରି ପାରେ 

ସେହି ମୋ ଜୀବନେ ସୁଖ ।




Rate this content
Log in

Similar oriya poem from Fantasy