STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

କବି ବର ରାଧା ନାଥ

କବି ବର ରାଧା ନାଥ

1 min
290

କବିତା,କବିବର. ରାଧା ନାଥ

ହେ କବିବର ଆଜି ତୁମ ଜନ୍ମ ଜୟନ୍ତୀ

ତୁମରି ଚରଣେ ମୋର କୋଟି ପ୍ରଣତି

ତୁମେ ବାଲେଶ୍ୱର ଜିଲ୍ଲା କେଦାର ପୁର ଗ୍ରାମେ ଜନ୍ମ ନେଇ ଥିଲ

ତୁମରି କାବ୍ୟ. କବିତାରେ ଓଡ଼ିଆ ଭାଷା କୁ ସମୃଦ୍ଦ କରିଥିଲ

ତୁମରି ପିତା ମାତା ଙ୍କ ତୁମେ ସୁଯୋଗ୍ୟ ସନ୍ତାନ ହୋଇଲ

ଓଡିଆ ସାହିତ୍ୟ ର ଯୁଗ ଜନ୍ମା ସ୍ରଷ୍ଟା ହୋଇ ରହିଲ

ତୁମରି କବିତା ମନେ ଶିହରଣ ଆଣିଦିଏ

ଓଡ଼ିଆ ଭାଷା ପ୍ରତି ପ୍ରୀତି ସ୍ଵତଃ ଆସିଯାଏ

ଧରା ପୃଷ୍ଠ ରେ ତୁମରି କବିତା ସଦା ଶୁଭୁ ଥାଉ

ଓଡ଼ିଆ ମାଟିର ଓଡ଼ିଆ ଭାଷା ର ସଦା ଜୟ ହେଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational