STORYMIRROR

Prafulla Kumar Tripathy

Abstract

3  

Prafulla Kumar Tripathy

Abstract

କାଶତଣ୍ଡୀ ଫୁଲ

କାଶତଣ୍ଡୀ ଫୁଲ

1 min
320

କାଶତଣ୍ଡୀ ଫୁଲ

ମଣ୍ଡୀତଧରାରେ

ଶରତ ଆକାଶ ତଳେ

ଧୋବ ଫର ଫର

ଦିଶେ କେଶ ତାର

ଶୁଭ୍ର ଶିହରଣେ ଖେଳେ


ଆସିଛି ଅଶୀଣ

ସରିବ କଷଣ

ମା"ର ଆଶିସ ପାଇ

ବିରାଜିବେ ଦୁର୍ଗା

ଦୁର୍ଗତି ନାଶିନି

ପାପ ତାପ ଯିବ ଧୋଇ


ହସେ କାଶତଣ୍ଡୀ

ହସିବ ଜଗତ

ଯାତନା ବିନାଶ ହେଲେ

ଶୁକ୍ଲ ଶାଢୀ ପିନ୍ଧି

ସଦା କାଶତଣ୍ଡୀ

ମା"ପାଦେ ଗୁହାରି କରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract