STORYMIRROR

Manasmita Das

Abstract Drama Romance

3  

Manasmita Das

Abstract Drama Romance

କାଶତଣ୍ଡି ଫୁଲ

କାଶତଣ୍ଡି ଫୁଲ

1 min
312


ସବୁଜିମା ଭରା ଶସ୍ୟ   ଶ୍ୟାମଳା

ଦିଶେ  ଆଜି  ଆହକି  ମନୋହର  ।


ଶରତ ସାଥେତ   ନେଇ  ଆସିଛି

କାଶତଣ୍ଡି   ଫୁଲ   ଧରା  ପ୍ରୁଷ୍ଟକୁ  ।


ଖିଲି ଖିଲି ହସୁଛି  ବସୁଧାତ

କୋଳେତା ହସେ କାଶତଣ୍ଡି ଫୁଲ ।


ମୁଁବି  ହସୁଛି  ସୌନ୍ଦର୍ୟ୍ଯକୁ  ଦେଖି

ମନ  ମୋର  ଲାଖିଯାଇଛି  ଆଜି  ।


ତାକୁଦେଖି  ଆଜି  ଦୁଃଖିତ ମୋର

ସବୁ  ମୋଠାରୁ  ଦୂରେଇ  ଯାଇଛି ।


ତୁତ   ହସୁଥାରେ  ଧରା ପ୍ରୁଷ୍ଟରେ

ବାଟୋଇ ଯେ କେତେ ଖୁସିହୁଅନ୍ତି ।


ଗନ୍ଧହୀନ  ହେଲେ ଲୋକପ୍ରିୟ  ତୁ

ବାଯୁସାଥେ ସଦା ଦୋଳି ଖେଳୁଥା ।


ଗଗନକୁ   ଆଜି  କଳାମେଘ ତ 

ଆବୋରି ବସିଛି ସତେ  ଯେପରି ।


ବରଷିଲେ  ସେ  ତୁ  ଝଡିଯିବୁନି

ତତେ ଦେଖିପା ମୁଁ  ଖୁସିହେବିରେ ।


ହସୁଥିଲେ  ତୁହି   ହସୁଥିବି ମୁଁ

ହସୁଥିବ  ଏ   ଧରା   ସବୁଜିମା ।

        


Rate this content
Log in

Similar oriya poem from Abstract