STORYMIRROR

Neelima Nivedita Behera

Romance

1  

Neelima Nivedita Behera

Romance

କାରଣ

କାରଣ

1 min
2.6K


ଜହ୍ନ ନୀଳ ଆକାଶର !

ଜହ୍ନ ଅମା ଅନ୍ଧାରର !!

ଜହ୍ନ ତାରା ଗହଣର !!!

ସବୁକୁ ରୋକଠୋକ ଅମାନ୍ୟ କଲି

କାରଣ,

ଜହ୍ନକୁ ମୁଁ ତୋଳି ପାରିଥିଲି

ଏମିତି

ମୋ ହାତ ପାହାନ୍ତାରେ.... ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance