STORYMIRROR

Reeta aparajeeta Mohanty

Romance

2  

Reeta aparajeeta Mohanty

Romance

କାମଚଳା ପ୍ରେମ -ରୀତା ଅପରlଜିତା

କାମଚଳା ପ୍ରେମ -ରୀତା ଅପରlଜିତା

1 min
125

କାଶ୍ମୀର ସେଓ ପରି

ତୁମ ପ୍ରେମ ର ରଙ୍ଗ ଥିଲା।

ବଣ ମଲ୍ଳାର ମହ ମହ ବାସ୍ନା ପରି

ତୁମେ ଛୁଇଁଯାଇଥିଲ

ମୋ ହୃଦୟର ପ୍ରତିଟି କୋଣ କୁ।

ଏବେ କିନ୍ତୁ ଲାଗେ ତୁମ ପ୍ରେମ

ଫାଇଲିନର ବାତ୍ୟା ପରି

ଯାହା ମୋ ଜୀବନକୁ

ଧ୍ୱଂସ -ବିଧ୍ଵଂସ କରିଦେଇଛି

ଆମ ଘର ଅଗଣା ରେ ଖାଲି

ଲଗାତାର ଲଘୁଚାପ ଜନିତ ବର୍ଷା ରୁ

ମୁଁ ପାରୁନି ମୁକୁଳି

ଆମ ପ୍ରେମର ଏମିତି ଇତି ହେବ

ତା କିଏ ଜାଣିଥିଲା

ତୁମ ଠାରୁ ପ୍ରତାରଣା ପାଇବା ପରେ

ମୁଁ ଏବେ ରିଲିଫ ପ୍ରେମ ନେଇ

କlମ ଚଲେଇ ଦେଉଛି।

ହଁ ହଁ ମୁଁ ଏବେ ରିଲିଫ ପ୍ରେମ ନେଇ

କାମ ଚଲେଇ ଦେଉଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance