Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Tragedy

3  

Pranati Panda

Tragedy

କାଳକ୍ରୁର ପରିହାସ

କାଳକ୍ରୁର ପରିହାସ

1 min
247


ଏକ ସମୟର ନିଷ୍ଠୁର ସତ୍ୟର

କାଳକ୍ରୁର ପରିହାସ

ବିସର୍ଣ୍ଣତା ପୁର୍ଣ୍ଣ ଆଜି ମିୟମ୍ରାଣ

କାଳଚକ୍ର ଉପହାସ ।


ଦୁର୍ଘଟଣା କାୟା ବିବର୍ଣ୍ଣ ପୁରିତ

ମଦମତ୍ତ ପ୍ରହସନ

ଅଜଣା ଆଶଙ୍କେ ଏମଣିଷ ଆଜି

ବଞ୍ଚେ ଆଉ କେତେ ଦିନ ।


ଫୁଙ୍ଗୁଳା ରକ୍ତାକ୍ତ କାରୁଣ୍ୟ ଚାହାଣି

ହଜିଯାଇଛି କା' ସ୍ବପ୍ନ

ଆକୁଳ, ବିକଳେ କାକୁସ୍ଥ ଚିତ୍କାରେ

ଶୂନ୍ୟେ ହଜିଯାଏ ପ୍ରାଣ ।


ବର୍ବରତା ପୁର୍ଣ୍ଣ ନାରକୀୟ କାଣ୍ଡ

ନେଉଛି କେତେ ଜୀବନ

ରକ୍ତ ପିପାସୁଙ୍କ ଲୋଲୁପ ଦୃଷ୍ଟିରେ

ନିରବି ଯାଉଛି ପ୍ରାଣ ।


ଅସହାୟତାର ଶେଷ ପାହାଚରେ

ବୁକୁଫଟା ସେହି ଦୃଶ୍ୟ

ନିଷ୍ପ୍ରାଣ ହୃଦୟ ନିରୁତ୍ତର ଆଜି

ଅବରୁଦ୍ଧ ନ୍ୟାୟ ଅବଶ୍ୟ ।


Rate this content
Log in