Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tankadhar Majhi

Inspirational Thriller Others

4.0  

Tankadhar Majhi

Inspirational Thriller Others

କାଳିର କଳଙ୍କ

କାଳିର କଳଙ୍କ

1 min
12K



ମନ ଭିତରେ..

ମୋ ତୂଳୀ ତୁମ ଛବି

ଦୁହେଁ ଖୁବ୍ ମଜାଦାର

ଅଭୁଲା ଆମ ଭାବ ମିଶ୍ରଣ

ଦୁଇ ପାହାଡ଼ର ମିଳନ ପରି,

ଆମେ କେବେ ଅଳଗା ହେବୁନି 

ଏକ ର ଅଭାବେ ଅପୂର୍ଣ୍ଣ 

ଆମ ବାସ୍ତବ ଅବାସ୍ତବ ଚିତ୍ରସବୁ ।

ମୋ ମୂର୍ଛିତ ଶବ୍ଦରେ

ପୁର୍ଣ୍ଣ କବିତାଟିଏ

ଖୁବ ଆତ୍ମତୃପ୍ତି ଦିଏ

ପୁଣି...

ଫେରୁ ନଥିବା ଝରଣା ପରି

ଅବୁଝା ମନରେ ତରଳି ଯାଏ  

ଭାବ ବାଣିଜ୍ୟରେ..

କଲମ କାଳିର କଳଙ୍କ ଧରି

ଶବ୍ଦର ବିକଳ୍ପ ଖୋଜୁ ଖୋଜୁ

ଅଭିଧାନରେ ଅଭିନନ୍ଦନ ପାଇଯାଏ । 


Rate this content
Log in

Similar oriya poem from Inspirational