STORYMIRROR

Manasmita Das

Abstract Children Stories Children

3  

Manasmita Das

Abstract Children Stories Children

କାଳିଆକୁ ଜର ହେଇଛି

କାଳିଆକୁ ଜର ହେଇଛି

1 min
200


ଆରେ ବର୍ଷା ତୁ ଆସିଲା ବେଳେ ମୋର

      କାଳିଆ  ଧନ  କଣ  କରୁ ଥିଲା ତୁ

          କଣ  ତାକୁ  ବାଟ ରେ ଦେଖିଛୁ କି ? 

ତାକୁ  ଜର   ହେଇଛି ମୁଁ  ଶୁଣି ଥିଲି

          ସେ  ଭିଜି ବାକୁ  ବହୁତ  ଭଲ ପାଏ

ସେଥିଲାଗି ତ ସେ ସ୍ନାନ  ପୂଣ୍ଣିମାରେ

          ସ୍ନାନ ସାରି ଆଠ ଦିନ  ହେଲାଣି ଯେ

ଅଣସର  ଘରେ  ଜରରେ  ଘୋଡେଇ

          ହୋଇ କାଳିଆ ନିରୋଳାରେ ଶୋଇଛି

ତୁ  ଯାଇ  ତାକୁ  କହ  ମାଉସୀ ମାର

           ହାତ  ତିଆରି  ମୋଦକକୁ ଖାଇକି

ଫୁଲଭି  ତେଲ  ଲଗେଇ  ଟିକେ  ଶିଘ୍ର

          ସୁସ୍ଥ ହୋଇ ଗଲେ ମୁଁ ମୋ କାଳିଆର

ରଥଯାତ୍ରା , ବାହୁଡା ଯାତ୍ରା  ଦେଖିବି

           ବୋଲି  ଚାତକ  ପରି  ଚାହିଁ  ରହିଛି ।

        

            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract