STORYMIRROR

arun sahoo

Inspirational

3  

arun sahoo

Inspirational

କାଳିଆ

କାଳିଆ

1 min
323

କାଳିଆ ବଡ଼ ଟାଳିଆ

ଲଗାଇ ସବୁ ହୁନ୍ଦର

ଜଗତର ହିତ କଲ୍ୟାଣ ସାଧିତ

ବୋଲାଇ ବଡ଼ ଠାକୁର ।୧।


ଗରବ ଗଞ୍ଜନ ସହିନପାରନ୍ତି

ଗରବ କରନ୍ତି ଚୁନା

ନିଜେ ହିଁ ନିଜର ପରିଚିତ

ହେଲେ ବୋଲାଉ ବଡ଼ଠାକୁର ।୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational