Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Subas Chandra Rout

Classics Others

3  

Dr Subas Chandra Rout

Classics Others

କାହାଠାରୁ ମୁଁ ବୁଝିବି

କାହାଠାରୁ ମୁଁ ବୁଝିବି

1 min
243


ମୁଖ ନିସୃତଃ କବି – ସନ୍ଥ କବୀର ଦାସ 

ଅନୁବାଦ - ଡଃ ସୁବାସ ଚନ୍ଦ୍ର ରାଉତ


ଗୋଲକ ଧନ୍ଦା ପ୍ରେମର ମୋର କାହାଠୁ ବୁଝିବି କହ,

ପ୍ରିୟଙ୍କ ବିନା ନିଷ୍ପ୍ରାଣ, ପ୍ରାଣ, ସମସ୍ତଙ୍କୁ ଯାଇ କହ ।

ଆଶା ନଦୀରେ ବହେ କୁମତି, ରୋକିବ ତାହାକୁ କିଏ,

କାମ ଓ କ୍ରୋଧ ଦୁହେଁ ଟାଣୁଆ, ବିଷୟ ପଙ୍କେ ବୁଡ଼ାଏ । 

ପାଞ୍ଚ ରିପୁର ସାଥେ ଦୁର୍ନାମ, ଭଜନ ଅଳସ କରେ, 

କବୀର କହେ ହୁଏ ଅବସ୍ଥା, ପତ୍ର ଝଡ଼ା ତରୁବରେ ।


Rate this content
Log in

Similar oriya poem from Classics