STORYMIRROR

Santosh Mishra

Abstract

2  

Santosh Mishra

Abstract

କାହାଣୀ

କାହାଣୀ

1 min
178

ମୁଁ, ଏମିତି ଏକ

କାହାଣୀଲେଖିଲି

ଯିଏ ପଢ଼ିବା 

ଆରମ୍ଭ କଲା

ଭାବୁଥିଲି 

ଶେଷ କରି ପାରିବି କି

ହେଲେ

ଯିଏ ପଢ଼ିଲି

ସେ କହିଲା

ମୋ ଉପରେ ଲେଖିଛନ୍ତି କି


ମୋ କାହାଣୀ ଟା

ପାଠକର

ହୃଦୟରେ ରହିଗଲା

କାଗଜର କେଇ ଫର୍ଦ୍ଦରେ

ଲିପିବଦ୍ଧ ହୋଇ

ବହିଟିଏ ହୋଇଗଲା


ପାଠକ ପାଖରେ

ପହଁଚିବାର

ମାଧ୍ୟମ ଥିଲା ବହି

ଲେଖକକୁ 

କାଳଜୟୀ କରିବାର

ସୁଯୋଗ ଦେଇଛି ବହି


ତା ବିନା, ଉଭୟ 

ପାଠକ ଓ ଲେଖକ

ଅଧୁରା ହୋଇଯିବେ

ନୂଆ କାହାଣୀ

ଲେଖି ପାରିଲେନି 

ଲେଖକ, ଏକଥା

ସମସ୍ତେ କହିବେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract