STORYMIRROR

Surjyakanta Dash

Romance

2  

Surjyakanta Dash

Romance

କାଗଜ ଡଙ୍ଗା

କାଗଜ ଡଙ୍ଗା

1 min
120


ଚୁପ୍ ଚାପ୍ ଘୁମେଇ ପଡେ

ଏରୁଣ୍ଡି ବନ୍ଧ ପାଖରେ

ଝିପ୍ ଝିପ ବର୍ଷାର

ନିର୍ଝୁମ୍ ଶବ୍ଦରେ

ତୁମ ବାଟ ଚାହିଁ

କାଳେ ତୁମେ ଆସି ମୋତେ

ମୋ ନିଦରୁ ଦେବ ତୁମେ ଉଠାଇ

ପଚାରି ବସିବ ଆବେଗରେ

ମୋତେ ମୋର ଠିକଣା

ନେଇଯିବ ସାଥେ, ବର୍ଷାରେ ଭିଜାଇ

ଓଳିତଳେ ଭାସୁଥିବା କାଗଜ ଡଙ୍ଗାରେ ।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance