STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

କାଦମ୍ବିନୀ

କାଦମ୍ବିନୀ

1 min
2.7K

କାଦମ୍ବିନୀ ତମେ କଦମ୍ବ ବନ ର ଅପ୍ରତ୍ୟାଶିତ ଛାଇ ଟିଏ. ଝାଉଁ ବଣ ଘେରା ଶତାବ୍ଦୀ ନାଆଁ ର ନଈଟିଏ. ତମ ନାମ ଶୁଣି କେଉଁଠୁ କେଜାଣି ଲେଖିବାକୁ ଇଚ୍ଛା ଗପଟିଏ,ସେ ଗପରେ ନାହିଁ ରାଜା ରାଣୀ ଅଛି ସଚେତନ ବାର୍ତ୍ତା ଟିଏ. ମନ ହୁଏ ପୁଣି ଲେଖନ୍ତି ତତ୍କ୍ଷଣୀ କାଳଜୟୀ ଗୀତି କବିତା ଟିଏ. ଗଳ୍ପ ହେଉ ଅବା କବିତା ରେ ଯାର ଆରମ୍ଭ ଓ ଇତି ମୂଳ ରୁ ପାହାଚ ପାହାଚ ଶେଷ ଯାଏଁ. ତମେ କହିବକି ସଖି ଲୁହ ଧାରେ ମାଖି ସତ ଓ ମିଛ ର ଛଳନା ରେ ମଣିଷ କାହିଁ ଜିଏ?. 

                              


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract