STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

କାଦମ୍ବିନୀ

କାଦମ୍ବିନୀ

1 min
11.5K

କାଦମ୍ବିନୀ, ତୁମ ନାରୀତ୍ୱ କୁ ବୁଝିବାକୁ, ତୁମ ମମତ୍ୱକୁ ଶୁଝିବାକୁ, ତୁମ ମହନୀୟତା କୁ ମାପିବାକୁ ମୁଁ କିଏ.କୋଉ ମଣିଷ ର ମାନସୀପୁତ୍ର ବା କୋଉ ରମଣୀର ତୁମେ ସହଜସୂତ୍ର ଅବା ଦେବ ଅବା ଦେବୀ ଙ୍କର ପ୍ରଣାମ ସୂତ୍ର, ମୁଁ କହିବାକୁ କିଏ. କୋଉ ମାପକ କିବା ସୂଚକ ଅବା ପରିମାପକରେ ତଉଲିବ କୁହ, ନାମକୁମାତ୍ର ମୁଁ ମଣିଷ ଟିଏ.                          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract