STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

କାଦମ୍ବିନୀ( 2)

କାଦମ୍ବିନୀ( 2)

1 min
50


କାଦମ୍ବିନୀ ତମ ଆରମ୍ଭ ଲୁମ୍ବିନୀ କେବେ ପ୍ରସ୍ଥାନ ଭାବନି ଅଭିମାନିନୀ ।


ତମ ପାଦ ଚି଼ହ୍ନ ମୁଁ ଅନୁଗାମିନୀ,ପୃଷ୍ଠା ପରେ ପୃଷ୍ଠା ସାହିତ୍ୟ ଭିତରେ କଟେ ଦିବା ରାତି ଜଣା ପଡ଼େନି ।


ସତରେ ମୋ ସଖି, କିଏ ଦେଲା ମାଖି ବିଜ୍ଞାନ ଭିତ୍ତିକ ଚେତାବନୀ ଆଉ ସ୍ୱାଭିମାନ ଭରା ନିଶ୍ୱାସ ପ୍ରଶ୍ୱାସ ଭିତରେ ଏତେ ସୃଜନୀ ।


ତମେ କହିବକି ଥରେ ଏ ମହାମାରୀରେ ଓଡ଼ିଆ ନବବରଷ ରେ ଯେତେ ଆତଙ୍କ ସଂତ୍ରାସ ଭୟର ହୋଇବ ଉଦଯାପନୀ, କରିନୁ ଯାହାକୁ କେବେବି ଆବାହନୀ ।


ବିଷୁବ ସଂକ୍ରାନ୍ତି ଖେଳାଇଦେଉ ସମସ୍ତ ପ୍ରାଣେ ନୂଆ ପ୍ରଣାମ ର ଚେତନା ଓ ଚୈତନୀ ।

        

                           କ୍ରମଶଃ...


Rate this content
Log in

Similar oriya poem from Abstract