STORYMIRROR

Devipriya Das

Classics Inspirational

2  

Devipriya Das

Classics Inspirational

ଜୟ ମା ତାରିଣୀ

ଜୟ ମା ତାରିଣୀ

1 min
123

ଜଗତ ଜନନୀ ଜୟ

ମା ତାରିଣୀ ଘେନ ମୋ

ଗୁହାରି ମାଗୋ।

ତୁମରି ଆଶିଷେ ହେଉ

ନାଶ ଜଗତରୁ ଏ 

କୋରୋନା ଭୂତାଣୁ ଜଗତରୁ।

ବିପଦ ହାରିଣୀ ବିଘ୍ନ ଵିନାଶିନି

ଜୟ ମା ଝଙ୍କଡ଼ ଵାସିନୀ

କୃପା କର ମାଗୋ ତୁହି।

ପ୍ରତ୍ୟକ୍ଷ ଦେେବି ରୂପେ 

ତୁ ପାଉ ପୂଜା।

ଭକ୍ତ  ଡାକିଲେ କରୁ

ତୁ ମା ତତକ୍ଷଣାତ୍ ଓଃ।

ଦୁଃଖ ବିନାଶିନି ଜୟ 

ମା ତାରିଣୀ ତୁଗୋ

ଏକା ଏବେ ପୃଥିବୀଵାସୀୀଙ୍କୁ

ହେ ସାହା ମାଗୋ

କରୁଛି ମୁଁ ତୋ

ଠାରେ ଏତିକି ବିନତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics