STORYMIRROR

Kalandi pal

Inspirational

3  

Kalandi pal

Inspirational

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
246


ସୂରୁଜ ଉଇଁବା ବିନା

      ସକାଳ ହୁଏନା.

ସୂରୁଜ ବୁଡିବା ବିନା

      ସଞ୍ଜ ତ ଆସେନା.

କହନା, କହନା କଥା

     ତା କଥା କହନା. l0l


ସକାଳର ସେବା ବିନା

      ନିଦ ତା ଭାଙ୍ଗେନା.

ବିନା ଫୁଲ ଚନ୍ଦନରେ

      ଭଲ ସେ ଦିଶେନା.

ବିନା ତୁଳସୀରେ କେବେ

      ଲାଗି ତା ହୁଏନା.

ଷାଠିଏ ପଉଟି ବିନା

       ପେଟ ତା ପୁରେନା. l1l


ଲକ୍ଷେ ଭକ୍ତ ନ ଦେଖିଲେ

       ମନ ତା ବୁଝେନା

ବିନା ଗୀତ ଗୋବିନ୍ଦରେ

       ନିଦରେ ଶୁଏନା

ତାର ଦରଶନ ବିନା

       ପାପ ତ ଯାଏନା.

ତାର ନାମ ବିନୁ ଏଠୁ

       ନିର୍ବାଣ ମିଳେନା.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational