STORYMIRROR

Sunanda Mohanty

Abstract

1  

Sunanda Mohanty

Abstract

ଜୟ ବଜରଙ୍ଗ ବାଲି

ଜୟ ବଜରଙ୍ଗ ବାଲି

1 min
75


କ୍ଷମା ବୋଲି 

ସେହି ଦୁଇଟି ଅକ୍ଷର 

ଦେବାରେ ଯେମିତି ଶାନ୍ତି 

ନେବାରେ ନାହିଁ କଟୁକ୍ତି 

ବରଂ ଲାଗିବ ଭାରି ଆଶ୍ବସ୍ତି 

ସେହି ଅସ୍ତ୍ର ତମରି ଚରଣେ 

ରଖିଲି ପ୍ରଭୁ ଅଞ୍ଜନା ସୂତ 

କରି କୋଟି ପ୍ରଣିପାତ 

କହେ କ୍ଷମା କରିଦିଅ ନାଥ 

କେତେ କେତେ କ୍ଷମା 

ମାଗିଛି କାହାକୁ 

ମନେ ଆଜି ନାହିଁ କିଛି 

ହେଲେ ମନେ ଅଛି 

ଭୁଲ ମୁଁ କରୁଛି

ଆଜି ସେପାଇଁ ହାତ ଧୋଉଛି 

ଖାଲି ନୁହେଁ ହାତ 

ମନ ତଳେ ପରସ୍ତ ପରସ୍ତ 

ପୁନଶ୍ଚ ପୁନଶ୍ଚ ଭୁଲ 

ଶେଷ ଭୁଲ କରେ ହୁଲସ୍ତୁଲ 

କ୍ଷମା କରହେ ପବନ ସୂତ 

ସମସ୍ତଙ୍କୁ ବିଲକୁଲ 

କ୍ଷମା କର ଶହେ ରୁ ଶହେ 

ନୁହେଁ ଅନେଶତ ଥର

ପ୍ରଣାମ ମୋ ଘେନି କର.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract